କୋରାପୁଟ: CUOର NCC କ୍ୟାଡେଟ୍ମାନେ Pre-RDC Selection Capsule ପାଇଁ ଜୟପୁରକୁ ଯିବେ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର NCC କ୍ୟାଡେଟ୍ମାନେ Republic Day Camp ପୂର୍ବରୁ ହେଉଥିବା Pre-RDC Selection Capsule ପାଇଁ ଜୟପୁରର Battalion Base Unitକୁ ଯିବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଯାତ୍ରା ପାଇଁ ଶୁଭେଚ୍ଛା ଜଣାଯାଇଛି।