Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଛେଣ୍ଡିପଦା: ଛେଣ୍ଡିପଦା ନୈନୀ କୋଇଲା ଖଣି ଭିତରୁ ବେଟେରୀ ଚୋରୀ ଅଭିଯୋଗରେ ୩ ଚୋର ଗିରଫ

Chhendipada, Angul | Aug 10, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନୈୟନୀ କୋଇଲା ଖଣି ଭିତରୁ ବେଟେରୀ ଚୋରୀ କରିଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି ରବିବାର ଅପରାହ୍ନ ୩ ଘଟିକା ସମୟରେ କୋର୍ଟ ଚାଲାଣ କରିଛି l ଗିରଫ ଯୁବକ ମାନେ ହେଲେ କରଡ଼ାବାହାଳ ଗାଁର ଭବାନୀ ଶଙ୍କର ନାଏକ, ଧର୍ମେନ୍ଦ୍ର ନାଏକ, ଲାଲମୋହନ ଦେହୁରୀ l