ନୂଆପଡା: ଖରିଆର ରୋଡ ମୁସ୍କାନ କାର୍ଯ୍ୟକ୍ରମରେ ଭାବବିହ୍ଵଳ ସୁମନ ଢୋଲକିଆ
ଖରିଆର ରୋଡ ସେବା ସମିତି ପକ୍ଷରୁ ଆୟୋଜିତ ମୁସ୍କାନ କାର୍ଯ୍ୟକ୍ରମରେ ଯୋଗଦେଲେ ସୁମନ ଢୋଲକିଆ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ମନେପକାଇ ସେବା କାର୍ଯ୍ୟ ଜାରି ରହିବ ବୋଲି ପ୍ରକାଶ କଲେ। ସୁମନ ହେଉଛନ୍ତି ନୂଆପଡା ବିଧାୟକ ଜୟ ଢୋଲକିଆଙ୍କ ସ୍ତ୍ରୀ।