ଚଳନ୍ତା ସ୍କୁଟିରେ ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ l
ଖଲ୍ଲିକୋଟ କଲେଜ ସମ୍ମୁଖରେ ଗୋଟିଏ ଚଳନ୍ତାରେ ସ୍କୁଟି ଅଗ୍ନିକାଣ୍ଡ ଘଟିଛି । ସ୍କୁଟିର ଇଞ୍ଜିନ ମାତ୍ରାଧିକ ଗରମ ହେବା ଫଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ସ୍କୁଟି ଚାଳକ ଜଣକ ନିଆଁ ଲାଗିବା ଆରମ୍ଭ ହେବା ମାତ୍ରେକେ ସ୍କୁଟିକୁ ରାସ୍ତା ଉପରେ ରଖି ଓଲ୍ଲାଇ ଯିବା ଫଳରେ ନିଆଁରୁ ଅଳ୍ପକେ ବର୍ତ୍ତି ଗଲେ । ସ୍କୁଟି ଚାଳକ ଜଣକ ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡିଛି ।
#gtvnewsodisha #silkcity #berhampur #Odisha #ganjam
Ganjam, Ganjam | Jun 16, 2026