ଭୁବନେଶ୍ୱର: ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କଲେ ବିଜେପି ସଭାପତି ମନମୋହନ ସାମଲ
Bhubaneswar, Khordha | Oct 20, 2026
ପବିତ୍ର ଦଶମୀ ତିଥିରେ ସୁଦର୍ଶନ ଦାରୁସ୍ଥଳୀରେ ଥିବା ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ଅନ୍ୟ ଦଳୀୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।