ମହାକାଳପଡା: କେନ୍ଦ୍ରାପଡ଼ା ରାମଚଣ୍ଡୀ ପଡ଼ାର ସବୁଦିନିଆ ରାସ୍ତା ନଥିବାରୁ ଅସୁବିଧା
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଂଚାୟତ ର ରାମଚଣ୍ଡୀ ପଡ଼ାରେ ନାହିଁ ସବୁଦିନିଆ ରାସ୍ତା। ବର୍ଷା ସମୟରେ ପାଣି ଜମିରେ ଯାତାୟାତ ବିପରୀତ। ଥରେଥରେ ଅଭିଯୋଗ କରୁଥିବା ସତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଇନି।