ନୟାଗଡ: ନୟାଗଡ଼ରେ ସ୍ୱାସ୍ଥ୍ୟସେବା ସମୀକ୍ଷା ବୈଠକ: ସେବାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ। ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟ ଯୋଜନା ଓ ସେବାକୁ ଅଧିକ ମଜବୁତ କରିବା ନେଇ ସିଡିଏମଓ ଏବଂ ଅନ୍ୟ ଅଧିକାରୀଙ୍କ ସହ ହେଲା ଆଲୋଚନା।