ବାଣପୁର: ଚିଲିକା ରେ ଡ଼ଙ୍ଗା ରେ ବୁଲୁଛନ୍ତି ୨୦ ରୁ ଅଧିକ ଛାତ୍ର, ବିପଦ ପୁର୍ଣ ଜଳ ଯାତ୍ରା ର ଭିଜୁଆଲ ଭାଇରାଲ,, ଫିସରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍,
ଆଜି ଦିନ ୧୧ ଟା ସମୟରେ ଆରମ୍ଭ ହୋଇଛି ତଦନ୍ତ, ଫିସରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ, ଗତ କାଲି ଚିଲିକା ରେ ବିପଦ ପୁର୍ଣ ଭାବେ ଡ଼ଙ୍ଗା ରେ ବସିଥିଲେ ୨୦ ରୁ ଅଧିକ,ଛାତ୍ର