କଟକ ପୌରାଞ୍ଚଳ: କଟକରେ ସମଗ୍ର ଶିକ୍ଷା ଯୋଜନାର ସମୀକ୍ଷା, ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମଗ୍ର ଶିକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ। ଐତିହ୍ୟ ବିଦ୍ୟାଳୟ, ପି ଏମ ଶ୍ରୀ ସ୍କୁଲ ଏବଂ ଓ ଏ ଭି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଉପରେ ଦିଆଗଲା ଗୁରୁତ୍ୱ।