ମହିଳାଙ୍କ ପ୍ରତି ହିଂସା ଓ ବାଲ୍ୟ ବିବାହ ରୋକିବା ପାଇଁ 16 ଦିନିଆ ସଚେତନତା ଅଭିଯାନ
Baleshwar, Balasore | Nov 25, 2026
ଜିଲ୍ଲାରେ ମହିଳାଙ୍କ ପ୍ରତି ହିଂସା ଓ ବାଲ୍ୟ ବିବାହ ନିବାରଣ ପାଇଁ 16 ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। ଏହି ଅଭିଯାନରେ ଶପଥଗ୍ରହଣ ସହ ବିଭିନ୍ନ ବ୍ଲକରେ ସଚେତନତା କରାଯିବ।