ପୁରୀ ମ୍ୟୁନିସିପାଲଟି: ଦାଦାବଟି ମାଗିବା ଅଭିଯୋଗରେ Town ଥାନାରୁ 3 ଜଣ ଗିରଫ
Puri M, Puri | Sep 10, 2026 ଜଗନ୍ନାଥ ବଲ୍ଲଭ ପାର୍କିଂରେ ଦାଦାବଟି ମାଗିବା ଅଭିଯୋଗରେ 3 ଜଣଙ୍କୁ ଟାଉନ ଥାନାର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ନରେନ୍ଦ୍ରକୋଣ, କୁମ୍ଭାରପଡା ଓ ଅନୁଗୁଳରୁ। ତାଙ୍କଠାରୁ ପୂଲିସ ହତିଆର, ମୋବାଇଲ୍ ଓ ଟଙ୍କା ଜବତ କରିଛି।