Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ରାଉରକେଲା ଇଣ୍ଡଷ୍ଟ୍ରିଆଲ ଟାଉନସିପ ପୋଲିସ ଷ୍ଟେସନ: ରାଉରକେଲା ଇସ୍ପାତ କାରଖାନାର ଶ୍ରମିକ ମାନଙ୍କ ପାଇଁ ଲଢେଇ ଜାରି ରଖିଥିବା ମଣିଷଟିଏ "ଗାଙ୍ଗପୁର ମଜଦୁର ମଞ୍ଚ" ର ସାଧାରଣ ସମ୍ପାଦକ ଗୋପାଳ ଦାସ

ଜୁନ ୨ ତାରିଖ ସକାଳ ୯ଟା ୩ଓ ମିନିଟ ସମୟରେ ଫର୍ଟୀଲାଇଜର ସ୍ଥିତ "ଗାଙ୍ଗପୁର ମଜଦୁର ମଞ୍ଚ"ର ନିଜସ୍ୱ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କଲେ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭିତରେ ଅସଂଖ୍ୟ ବାହାର ରାଜ୍ୟର କମ୍ପାନୀ ମାନେ,ରାଉରକେଲା ଇସ୍ପାତ କାରଖାନ ର ପ୍ରଶାସନ ସହ ମଧୁଚନ୍ଦ୍ରିକା ଚଳେଇଛନ୍ତି,ଶ୍ରମିକମାନଙ୍କୁ ଅନ୍ଧକାରରେ ରଖି, ହଇରାଣ ହରକତ କରିବା ସହ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି, ବାହାର ରାଜ୍ୟରୁ ଶିଳ୍ପ ପତି ମାନେ ଆସି କାରଖାନା ପ୍ରଶାସନ ସହ ହାତ ମିଳାଇ ମାଲାମାଲ ହେଉଥିବା ବେଳେ ପ୍ରାଇଭେଟ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପ ଟଙ୍କାରେ ଖଟୁଛନ୍ତି

MORE NEWS