Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

ସୋର: ସିମୁଳିଆ :ବାରିକପୁର ନିକଟରେ ଜାତୀୟ ରାଜପଥ ଅବରୋଧ ଏବଂ ପ୍ରଶାସନକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦୁଇ ଗିରଫ

Soro, Balasore | Nov 5, 2025
ସୋର ଥାନା ବାରିକପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିବା ସହିତ ପୁଲିସକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ।ମିଳିଥିବା ସୁଚନା ଅନୁସାରେ ଗତ ୨୧ ତାରିଖରେ ସୋର ଥାନା ବାରିକପୁର ନିକଟରେ ଅଜଣା ଗାଡି ଧକାରେ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଗନ୍ଧିଣା ଗ୍ରାମର ପ୍ରଶନ୍ନଜିତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ସୋର ପୁଲିସ ଓ ବାଲେଶ୍ୱର ସଦର ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ସୋର: ସିମୁଳିଆ :ବାରିକପୁର ନିକଟରେ ଜାତୀୟ ରାଜପଥ ଅବରୋଧ ଏବଂ ପ୍ରଶାସନକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦୁଇ ଗିରଫ - Soro News