ଗରଦପୁର: ଅବସର ପ୍ରାପ୍ତ ଶିକ୍ଷକ ନବିନ ଚନ୍ଦ୍ର ନାୟକଙ୍କ ବୋଉଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
Garadpur, Kendrapara | Sep 8, 2026
ପଞ୍ଚାୟତ ହାଇ ସ୍କୁଲ ବନ୍ତଳର ପ୍ରଧାନ ଶିକ୍ଷକ ନବିନ ଚନ୍ଦ୍ର ନାୟକଙ୍କ ବୋଉ ଶୁକ୍ଳ ଲତା ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ଗାଁ ପାଟସୁରାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଅଂଶଗ୍ରହଣ କରିଥିଲେ।