ଭୋଗରାଇ: ମନ୍ଦାରମଣି ବେଳାଭୂମିରେ ସମୁଦ୍ର ସୁଅରେ ଭାସିଗଲେ 2 ପର୍ଯ୍ୟଟକ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ପଶ୍ଚିମବଙ୍ଗର କୋଲକାତାରୁ ମନ୍ଦାରମଣି ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇଜଣ ପର୍ଯ୍ୟଟକ ସମୁଦ୍ରର ପ୍ରଖର ସୁଅରେ ଭାସି ଯାଇଛନ୍ତି। ଉଦ୍ଧାରକାରୀ ଦଳ ପକ୍ଷରୁ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।