ନୂଆପଡା: ନୂଆପଡା ବଦ୍ରିଧାମ ସୋସାଇଟିରେ ଦଶହରା ପାଇଁ ଦାଣ୍ଡିଆ ନୃତ୍ୟ ପ୍ରସ୍ତୁତି ଆରମ୍ଭ
ନୂଆପଡା ସଦର ମହକୁମା ସ୍ଥିତ ବଦ୍ରିଧାମ ସୋସାଇଟିରେ ପାର୍ବଣ ଦଶହରା ପୂଜା ଅବସରରେ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନଅ ଦିନ ଧରି ମହିଳାମାନେ ବିଭିନ୍ନ ଥିମ ଓ ଡ୍ରେସ କୋଡ଼ରେ ନୃତ୍ୟ ପରିବେଶଣ କରିବେ।