Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ରେଢାଖୋଲ: ରେଢାଖୋଲ ବନଖଣ୍ଡ ବୁର୍ଡା ବଡମାଳ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ, ଲୋକେ ଭୟଭୀତ

Rairakhol, Sambalpur | Nov 29, 2025
ରେଢାଖୋଲ ବନଖଣ୍ଡ ବୁର୍ଡା ବଡମାଳ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ,ଲୋକେ ଭୟଭୀତ l ରେଢାଖୋଲ ରୁ ବୁର୍ଡା କୁ ଯାଇଥିବା ରାସ୍ତାରେ ଶନିବାର ସକାଳ ସମୟରେ ଏକ କଲରାପତରିଆ ବାଘ ରାସ୍ତା ପାର ହେଉଥିବା ର ଦ୍ରୁଶ୍ୟ ଦେଖିଲେ ରାସ୍ତାରେ ଯାଉଥିବା ଲୋକ ମାନେ ,ଏବିଷୟରେ ବନ ବିଭାଗ ଖବର ପାଇଲା ପରେ ଘଟଣାସ୍ଥଳକୁ ଯାଇ ବାଘର ପାଦ ଚିହ୍ନଟ ହୋଇଥିବା ଜଣାପଡିଛି ,କିଛି ଦିନ ପୂର୍ବରୁ ବୁର୍ଡା ବନ୍ତୋଲଇ ଗ୍ରାମରେ ଏକ ଗାଈକୁ ମାରି ଖାଇଥିବା ନଜର ରହିଛି ,ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ,ତାହା ସହ ଲୋକଙ୍କୁ ସତର୍କ କରୁଛି ବନବିଭାଗ ବୋଲି କହିଛନ୍ତି ରେଢାଖୋଲ ରେଞ୍ଜର ମୈତ୍ରୀ ମଂଜ