Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଓରିଏଣ୍ଟ: ଡିଗ୍ରିପଡା ଠରକଶପୁର ଠାରେ ଚାଲିଥିବା ୭୦ ତମ ବିରାଟ ଗୋପଲିଲା ଯାତ୍ରାରେ "କଂସ ଦରବାର" ଅନୁଷ୍ଠିତ, ଦେଖିବା ପାଇଁ ଜନାରଣ୍ୟ

Orient, Jharsuguda | Dec 2, 2025
ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡିଗ୍ରିପଡା ଠରକଶପୁର ଠାରେ ଚାଲିଛି ୭୦ ତମ ବିରାଟ ଗୋପଲିଲା ଯାତ୍ରା। ତେବେ ଏହି ଅବସରରେ ଆଜି ରାତି ନଅଟା ସମୟରେ କଂସ ଦରବାର ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କଂସ ଦରବାରରେ କଂସ ଭୂମିକାରେ ରାଜେଶ ପ୍ରଧାନ, ମନ୍ତ୍ରୀ ଭୁମିକାରେ ହେମନ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଥିଲେ। କଂସ ଦରବାରରେ କଂସ ମହାରାଜ ଙ୍କ ବିଭିନ୍ନ ନାଟ୍ୟ ଅଭିନୟ ସହିତ ଶିଶୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟୁ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଞ୍ଚଳର ଏକ ପୁରାତନ ଗୋପଲିଲା ଯାତ୍ରା ହୋଇଥିବା ବେଳେ
ଓରିଏଣ୍ଟ: ଡିଗ୍ରିପଡା ଠରକଶପୁର ଠାରେ ଚାଲିଥିବା ୭୦ ତମ ବିରାଟ ଗୋପଲିଲା ଯାତ୍ରାରେ "କଂସ ଦରବାର" ଅନୁଷ୍ଠିତ, ଦେଖିବା ପାଇଁ ଜନାରଣ୍ୟ - Orient News