ତେଲକୋଇ: କେନ୍ଦୁଝର: ରାସ୍ତା ନଥିବାରୁ ନବଜାତ ଶିଶୁକୁ ଧରି ୩ କିମି ଚାଲିଲେ ପ୍ରସୂତି
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ଗ୍ରାମରେ ରାସ୍ତା ଅଭାବରୁ ନବଜାତ ଶିଶୁଙ୍କୁ ଧରି ୩ କିଲୋମିଟର ଚାଲିଲେ ପ୍ରସୂତି ମହିଳା। ସାହିକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପାଇଁ ସଂଘର୍ଷ କରିଥିଲେ ମହିଳା ଜଣକ।