Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବଲାଙ୍ଗୀର: ସାମ୍ବାଦିକ ଭବନ ଠାରେ ଜିଲ୍ଲା କୃଷକ ମହାସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ସମ୍ପାଦକ

Balangir, Balangir | Aug 1, 2025
ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀକରାଯାଇଥିବା ବେଳେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ନେତା । ବର୍ତ୍ତମାନ ସମୟରେ ଜିଲ୍ଲାର ଚାଷୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଚଢ଼ା ଦରରେ ସାର ବିକ୍ରୀ ଓ ଅଭାବ, କୃଷି ବୀମାର କମ୍ପାନୀ ର ଠକେଇ ଓ ଅବ୍ୟବସ୍ଥା, ଧାନ ବିକ୍ରି ପଞ୍ଜିକରଣ ରେ ଦେଖା ଦେଇଥିବା ଜଟୀଳତା ଓ ଅନ୍ୟାନ୍ୟ ଚାଷୀ ସମସ୍ୟା କୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଚାଷୀ ସଂଗଠନ ତରଫରୁ ଦାବି କରାଯାଇଥିଲା । ନଚେତ୍ ଆଗାମୀ ଦିନରେ ବିଭିନ୍ନ ଚାଷୀ ସଂଗଠନ

MORE NEWS

ଶରୀରର ଉଷ୍ମତା ହେଲା କି ମୃତ୍ୟୁର କାରଣ ନିଦରେ ଚିତ୍ତି ସାପର ଆକ୍ରମଣ ମୁରିବାହାଲ ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା
#SnakeBite #CommonKrait #KraitSnake #Bolangir #Muribahal #Odisha #OdishaNews #BreakingNews #SankalpaSamachar #ViralNews #RainySeason #SnakeAttack #VillageNews #LatestNews #NewsUpdate

ଶରୀରର ଉଷ୍ମତା ହେଲା କି ମୃତ୍ୟୁର କାରଣ ନିଦରେ ଚିତ୍ତି ସାପର ଆକ୍ରମଣ ମୁରିବାହାଲ ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା #SnakeBite #CommonKrait #KraitSnake #Bolangir #Muribahal #Odisha #OdishaNews #BreakingNews #SankalpaSamachar #ViralNews #RainySeason #SnakeAttack #VillageNews #LatestNews #NewsUpdate

Balangir, Balangir | Jun 21, 2026

ହଣ୍ଟିଙ୍ଗ ପଏଣ୍ଟ ବା ଶିକାରୀ ପଏଣ୍ଟ ବଲାଙ୍ଗିର
ବଲାଙ୍ଗିର ସହର ଠାରୁ ପ୍ରାୟ ପଥର ଚେପା ଗାଁ ମଧ୍ୟ ଦେଇ 5 କିଲୋମିଟର ଗଲେ ବଇଦି ପାଲି ନିକଟସ୍ଥ  ତାଲ ଝରନ୍ଏ ବା ଖରସେଲ୍ ଜଙ୍ଗଲରେ ଏହି ହଣ୍ଟିଙ୍ଗ ପଏଣ୍ଟ ଅବସ୍ଥିତ। 
ଏହି ଠାରେ ଏକ ଗଭିର କୂଆ ଅଛି ଯାହାର ପାଣି ଗ୍ରୀଷ୍ମ ଋତୁରେ ମଧ୍ୟ ଶୁଖେ ନାହିଁ। ଜଙ୍ଗଲ ଜୀବ ଜନ୍ତୁ ଏହି କୂଅର ପାଣି ପିଇଥାନ୍ତି। 1920 ମସିହାରେ ମହାରାଜ ପୃଥୀରାଜ ସିଂହଦେଓ ନିର୍ମାଣ କରିଥିଲେ।
ପ୍ରଶାନ୍ତ ମହାକୁର, ସଦସ୍ୟ, ଐତିହ ସୁରକ୍ଷା କମିଟି, ବଲାଙ୍ଗିର ସେଚନା ଦେଇଛନ୍ତି।

ହଣ୍ଟିଙ୍ଗ ପଏଣ୍ଟ ବା ଶିକାରୀ ପଏଣ୍ଟ ବଲାଙ୍ଗିର ବଲାଙ୍ଗିର ସହର ଠାରୁ ପ୍ରାୟ ପଥର ଚେପା ଗାଁ ମଧ୍ୟ ଦେଇ 5 କିଲୋମିଟର ଗଲେ ବଇଦି ପାଲି ନିକଟସ୍ଥ ତାଲ ଝରନ୍ଏ ବା ଖରସେଲ୍ ଜଙ୍ଗଲରେ ଏହି ହଣ୍ଟିଙ୍ଗ ପଏଣ୍ଟ ଅବସ୍ଥିତ। ଏହି ଠାରେ ଏକ ଗଭିର କୂଆ ଅଛି ଯାହାର ପାଣି ଗ୍ରୀଷ୍ମ ଋତୁରେ ମଧ୍ୟ ଶୁଖେ ନାହିଁ। ଜଙ୍ଗଲ ଜୀବ ଜନ୍ତୁ ଏହି କୂଅର ପାଣି ପିଇଥାନ୍ତି। 1920 ମସିହାରେ ମହାରାଜ ପୃଥୀରାଜ ସିଂହଦେଓ ନିର୍ମାଣ କରିଥିଲେ। ପ୍ରଶାନ୍ତ ମହାକୁର, ସଦସ୍ୟ, ଐତିହ ସୁରକ୍ଷା କମିଟି, ବଲାଙ୍ଗିର ସେଚନା ଦେଇଛନ୍ତି।

Balangir, Balangir | Jun 20, 2026