Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ବାଗଡ଼ିଆ ଥାନା ଖଇରବେରଣି ଗ୍ରାମରେ ସାପ କାମୁଡ଼ାରେ ଯୁବକ ମୃତ

Chhendipada, Angul | Aug 9, 2025
ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଖଇରବେରଣି ଗ୍ରାମରେ ସାପ କାମୁଡ଼ାରେ ଚିକିତ୍ସାଧୀନ ଅବସ୍ଥା ରେ ଜଣେ ଯୁବକଙ୍କର ଶନିବାର ଅପରାହ୍ନ ୩ ଘଟିକା ସମୟରେ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣଙ୍କ ହେଲେ ବାଗଡ଼ିଆ ଥାନା ଖଇରବେରଣି ଗ୍ରାମର ବିଷ୍ଣୁ ନାଏକ ବୋଲି ଜଣାପଡିଛି l
ଛେଣ୍ଡିପଦା: ବାଗଡ଼ିଆ ଥାନା ଖଇରବେରଣି ଗ୍ରାମରେ ସାପ କାମୁଡ଼ାରେ ଯୁବକ ମୃତ - Chhendipada News