Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana

ଭଦ୍ରକରେ ସିଏମ୍ ଟ୍ରଫି ଭଲିବଲ୍ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଛି। ଏହି କ୍ରୀଡ଼ା ଆୟୋଜନରେ ପ୍ରାୟ ୨୫୦ ଜଣ ଭଲିବଲ୍ ଖେଳାଳି ଯୋଗଦେଇ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ଓ କ୍ରୀଡ଼ାମନୋଭାବ ବୃଦ୍ଧି ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଛି। #Bhadrak #CMTrophy #Volleyball #OdishaSports #SportsNews #BhadrakNews #CMTrophy2026 #VolleyballTournament #Odisha #SportsUpdate #Rcnodia #Rcnodianews

MORE NEWS

ଭଦ୍ରକ: ସୁମନ ଓ ମଧୁଲିକାଙ୍କ ଷ୍ଟେଜ ଏଣ୍ଟ୍ରି, ବିବାହ ପରେ ଉତ୍ସବ ମୁଖର ପରିବେଶ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
#citykhabarbhadrak #entertainmentnews

ଭଦ୍ରକ: ସୁମନ ଓ ମଧୁଲିକାଙ୍କ ଷ୍ଟେଜ ଏଣ୍ଟ୍ରି, ବିବାହ ପରେ ଉତ୍ସବ ମୁଖର ପରିବେଶ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #citykhabarbhadrak #entertainmentnews

Bhadrak Rural, Bhadrak | Jun 27, 2026

🚨 "ସ୍ୱାମୀ ମରିଯାଉ ହେଲେ ନେବେନି କୁଆଡ଼େ!" 😳

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଡାକ୍ତର ରୋଗୀଙ୍କୁ ଆଡମିଶନ କରିନଥିବା ଏବଂ ଏଭଳି କଥା କହିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

❓ଯଦି ଏହି ଅଭିଯୋଗ ସତ ହୁଏ, ତେବେ ଏଭଳି ବ୍ୟବହାର ଗ୍ରହଣୀୟ କି?

💬 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 📲 ପୋଷ୍ଟକୁ Share କରି ଅନ୍ୟମାନଙ୍କୁ ଜଣାନ୍ତୁ।

#RCNODIA #BreakingNews #Nilagiri #OdishaNews #Hospital #Healthcare #ViralNews #ସାଧାରଣ_ଲୋକଙ୍କ_ସ୍ୱର

🚨 "ସ୍ୱାମୀ ମରିଯାଉ ହେଲେ ନେବେନି କୁଆଡ଼େ!" 😳 ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଡାକ୍ତର ରୋଗୀଙ୍କୁ ଆଡମିଶନ କରିନଥିବା ଏବଂ ଏଭଳି କଥା କହିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ❓ଯଦି ଏହି ଅଭିଯୋଗ ସତ ହୁଏ, ତେବେ ଏଭଳି ବ୍ୟବହାର ଗ୍ରହଣୀୟ କି? 💬 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 📲 ପୋଷ୍ଟକୁ Share କରି ଅନ୍ୟମାନଙ୍କୁ ଜଣାନ୍ତୁ। #RCNODIA #BreakingNews #Nilagiri #OdishaNews #Hospital #Healthcare #ViralNews #ସାଧାରଣ_ଲୋକଙ୍କ_ସ୍ୱର

Bhadrak Rural, Bhadrak | Jun 27, 2026

ଭଦ୍ରକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଭଦ୍ରକ ମେଡିକାଲ ରେ ଫଳ ବଣ୍ଟନ । ଆଜି ଭଦ୍ରକ ମା ଭାରତୀ ସେବା ଅନୁଷ୍ଠାନ ଓ ବିଜେପି ରାଜ୍ୟ OBC ମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଶଙ୍କର ପତିଙ୍କ ଆନୁକୁଲ୍ୟରେ ଭଦ୍ରକ ହସ୍ପିଟାଲ୍ ମହିଳା ୱାର୍ଡ଼ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ।
#citykhabarbhadrak

ଭଦ୍ରକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଭଦ୍ରକ ମେଡିକାଲ ରେ ଫଳ ବଣ୍ଟନ । ଆଜି ଭଦ୍ରକ ମା ଭାରତୀ ସେବା ଅନୁଷ୍ଠାନ ଓ ବିଜେପି ରାଜ୍ୟ OBC ମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଶଙ୍କର ପତିଙ୍କ ଆନୁକୁଲ୍ୟରେ ଭଦ୍ରକ ହସ୍ପିଟାଲ୍ ମହିଳା ୱାର୍ଡ଼ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ। #citykhabarbhadrak

Bhadrak Rural, Bhadrak | Jun 26, 2026

ଭଦ୍ରକ: ପୁରୁଣା ବଜାର ଅଞ୍ଚଳରୁ ଏକ ଶୋଭାଯାତ୍ରା, ନାଜିଆ ଏଲାହିଙ୍କୁ ଗିରଫ ଦାବି । ଆଜି ମହରମ୍ ଏହା ପୁର୍ବରୁ ଏକ ବିରାଟ ରାଲିରେ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଭଦ୍ରକ ମୁସଲିମ ଯୁବକଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ଏକ ପଦଯାତ୍ରା ବାହାରି ପୁରୁଣା ବଜାର ଥାନାରେ ଏତଲା ଦିଆଯାଇଛି।

#citykhabarbhadrak

ଭଦ୍ରକ: ପୁରୁଣା ବଜାର ଅଞ୍ଚଳରୁ ଏକ ଶୋଭାଯାତ୍ରା, ନାଜିଆ ଏଲାହିଙ୍କୁ ଗିରଫ ଦାବି । ଆଜି ମହରମ୍ ଏହା ପୁର୍ବରୁ ଏକ ବିରାଟ ରାଲିରେ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଭଦ୍ରକ ମୁସଲିମ ଯୁବକଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ଏକ ପଦଯାତ୍ରା ବାହାରି ପୁରୁଣା ବଜାର ଥାନାରେ ଏତଲା ଦିଆଯାଇଛି। #citykhabarbhadrak

Bhadrak Rural, Bhadrak | Jun 26, 2026

ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ଏକ ବ୍ୟାପକ ସଚେତନତା ରାଲି ଓ ସଭା ଆୟୋଜିତ ହୋଇଯାଇଛି || RCN ODIA 

#InternationalDayAgainstDrugAbuse
​#WorldDrugDay ​#SayNoToDrugs
​#AntiDrugDay ​#DrugFreeWorld #Bhadrak
​#BhadrakNews ​#Odisha ​#OdishaCares
​#BhadrakDistrict​ #NishaMuktBharat
​#ନିଶାମୁକ୍ତ_ଓଡ଼ିଶା ​#DrugAwareness
​#HealthyLife ​#SocialAwareness
​#YouthAgainstDrugs #rcnodia #rcnodianews #rcnupdates

ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ଏକ ବ୍ୟାପକ ସଚେତନତା ରାଲି ଓ ସଭା ଆୟୋଜିତ ହୋଇଯାଇଛି || RCN ODIA #InternationalDayAgainstDrugAbuse ​#WorldDrugDay ​#SayNoToDrugs ​#AntiDrugDay ​#DrugFreeWorld #Bhadrak ​#BhadrakNews ​#Odisha ​#OdishaCares ​#BhadrakDistrict​ #NishaMuktBharat ​#ନିଶାମୁକ୍ତ_ଓଡ଼ିଶା ​#DrugAwareness ​#HealthyLife ​#SocialAwareness ​#YouthAgainstDrugs #rcnodia #rcnodianews #rcnupdates

Bhadrak Rural, Bhadrak | Jun 26, 2026