#ମଦ_ବେପାରୀଙ୍କ_ଉପରେ_ଚଢ଼ାଉ
ଢେଙ୍କାନାଳ ଜିଲ୍ଲାରେ ମଦ ବେପାରୀଙ୍କ ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଜିଲ୍ଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗର ଏହି ଚଢ଼ାଉରେ ବିପୁଳ ପରିମାଣର ଗୁଡ଼ ୱାସ୍, ଦେଶୀ ମଦ, ନକଲି ବିଦେଶୀ ମଦ ଓ ବିୟର ଜବତ କରାଯାଇଛି। ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
#dhenkanal #breakingnews #pabitranewsodisha