ଭୁବନେଶ୍ୱର: ବୀମା ନାମରେ ୭ ଲକ୍ଷ ଠକିଲେ ନକଲି ଏଜେଣ୍ଟ, ଧଉଳି ପୋଲିସ ଦ୍ୱାରା ଗିରଫ
Bhubaneswar, Khordha | Oct 6, 2026
ବୀମା ପଲିସି କରାଇଦେବା ନାଁରେ ଜାଲ୍ ରସିଦ ଦେଇ ୭ ଲକ୍ଷ ଟଙ୍କା ଠକିଥିବା ଜଣେ ନକଲି ଏଜେଣ୍ଟକୁ ଗିରଫ କଲା ଧଉଳି ପୋଲିସ। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।