ପଟ୍ଟାଙ୍ଗୀ: ସମ୍ଭାବ୍ୟ ବାତ୍ୟା: କୋରାପୁଟ ସମେତ ଦକ୍ଷିଣ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ ପ୍ରଭାବରେ କୋରାପୁଟ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଊଣାଇଶରୁ ଏକୋଇଶ ନଭେମ୍ବର ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ଓ ବଜ୍ରପାତର ଆଶଙ୍କା। ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ।