Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ନୂଅ।ବନ୍ଧ ପାଖରେ ଅସୁସ୍ଥ ଅବସ୍ଥାରେ ପଡିରହିଛି ଏକ ଷଣ୍ଢ ।

Digapahandi, Ganjam | Jan 10, 2026
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ନୂଅ।ବନ୍ଧ ପାଖରେ ଅସୁସ୍ଥ ଅବସ୍ଥାରେ ପଡିରହିଛି ଏକ ଷଣ୍ଢ । ଯେଉଁ ଷଣ୍ଢଟି ଏକ ପ୍ରକାର ଅସୁସ୍ଥ ହୋଇପଡିଥିବାର ଖବର ମିଳିଥିବା ବେଳେ ସ୍ତାନିୟ ଯୁକ ମାନେ ତାହାର ଚିକିଛା ଜାରି ରଖିଛନ୍ତି । ଏଥିସହ ଷଣ୍ଢଟିକୁ ସୁସ୍ଥ କରିବା ପାଇଁ ଯୁବକ ମାନେ ଉଦ୍ୟମ ଚଳାଇଥିବାର ଖବର ମିଳିଛି ।