ଭୁବନେଶ୍ୱର: ଭସାଣିରେ ଡିଜେ ମନା: ନିୟମ ଭାଙ୍ଗିଲେ ହେବ କ୍ରିମିନାଲ କେସ୍
Bhubaneswar, Khordha | Oct 20, 2026
ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ି ପାଇଁ କଡ଼ା କଟକଣା। ଭସାଣିରେ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ବାରଣ। ନିୟମ ଉଲ୍ଲଂଘନ କଲେ ହେବ କ୍ରିମିନାଲ କେସ୍। ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍ ଫୋର୍ସ ମୁତୟନ।