Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ଗୋବିନ୍ଦପୁର: ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ବାମରା ବିଇଓ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ

Govindpur, Sambalpur | Dec 1, 2025
ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ ୨ ଦଫା ଦାବି ନେଇ ସୋମବାର ସନ୍ଧ୍ୟାରେ ଏକ ଦାବିପତ୍ର ବାମରା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟରେ ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ଗଣଶିକ୍ଷା ବିଭାଗ ଉଦ୍ଦେଶ୍ୟ ନେଇ ପ୍ରଦାନ କରାଇଥିବା ଉକ୍ତ ଦାବିପତ୍ର ରେ ପ୍ରାଥମିକ ଶିକ୍ଷକ ମାନଙ୍କ ମୂଲ ପଦବୀ କୁ ଅପଗ୍ରେଡ କରି ଲେବୁଲ ୯ ଅନୁସାରେ ଦରମା ପ୍ରଦାନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ଠିକା କାର୍ଯ୍ୟକାଳ କୁ ମୂଳ ଚାକରୀ ଭାବେ ଗଣନା ଓ ଇନ୍କ୍ରିମେଣ୍ଟ ପ୍ରଦାନ ନେଇ ଦାବି କରାଯାଇଛି।