ବିବାଦ ତୁଟାଇବାକୁ ଆସିଥିଲେ ଶ୍ୱଶୁର, ହାଣି ଦେଲା ଜ୍ୱାଇଁ
ଝିଅ-ଜ୍ୱାଇଁଙ୍କ କଳିରେ ବଳି ପଡ଼ିଲେ ଶ୍ୱଶୁର; ଅଭିଯୁକ୍ତ ଜ୍ୱାଇଁ ଗିରଫ
#BreakingNews #Bamra #Sambalpur #Govindpur #CrimeNews #OdishaNews #LatestNews #LocalNews #NewsUpdate #PoliceInvestigation #Bamratips #Bamranews
Govindpur, Sambalpur | Aug 26, 2026