ବାଲେଶ୍ୱରରେ ଅନୁଷ୍ଠିତ ହେଲା ପାରମ୍ପରିକ ଶସ୍ତ୍ର ପୂଜନ ଉତ୍ସବ
Baleshwar, Balasore | Oct 19, 2026
ବାଲେଶ୍ୱର ମାକଲପୁର ମହାବୀର ମନ୍ଦିର ନିକଟରେ ଦୁର୍ଗାଷ୍ଟମୀ ଅବସରରେ ଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ। ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ମହାବୀରଙ୍କ ଦର୍ଶନ କରିବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶୋଭାଯାତ୍ରାରେ ସାମିଲ ହେଲେ ଦୁର୍ଗା ବାହିନୀ।