Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: ବୈପାରୀଗୁଡା ମେଡିକାଲ ପରିସରରୁ ବାଇକ ଚୋରି, ଥାନାରେ ଏତଲା ଦେଲେ ବାଇକ ମାଲିକ,

Kotpad, Koraput | Jan 17, 2026
ମେଡିକାଲ ପରିସରରୁ ବାଇକ ଚୋରି, ଥାନାରେ ଏତଲା ଦେଲେ ବାଇକ ମାଲିକ l ବୈପାରୀଗୁଡା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି ବାଇକ ମଲିକ ପୂର୍ଣ୍ଣ ହରିଜନ l ପୂର୍ଣ୍ଣ କହିବା ଅନୁଯାଇ, ତାଙ୍କ ମାଆ ଙ୍କ ଦେହ ଅସୁସ୍ଥ ଯୋଗୁଁ ମାଆ ଙ୍କୁ ନେଇ ବୈପାରୀଗୁଡା ମେଡିକାଲ କୁ ଅପରାହ୍ନ ୩ ଟା ସମୟରେ ଆସିଥିଲେ l ମେଡିକାଲର ପାର୍କିଂ ସ୍ଥାନରେ ବାଇକ ରଖିଥିଲେ l ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ନେଇ ବାହାରକୁ ବାହାରିବା ପରେ ତାଙ୍କ ବାଇକ ସେଠାରେ ନ ଥିଲା l