Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଲୁ ନାଟକ ଆଶ୍ରମ ପଦ୍ମପୁର ଠାନେ ଫି ମାସ ଗୁଟେ ଦିନ ସାହିତ୍ୟ ଭିତରେ ହେମା ଲିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । #padampurtv #everyonefollowers #sahitya #bargarh #viralchallenge

MORE NEWS

👉 ପଦ୍ମପୁର ଠାରେ କେମିତି ପାଳିତ ହେଲା #ଯୋଗ_ଦିବସ–୨୦୨୬
#InternationalYogaDay2026 #YogaDay #Padampur #PadampurNAC #Odisha #PadampurTV 
#everyonefollowers 
#dmbargarh 
#padampur #viralchallenge

👉 ପଦ୍ମପୁର ଠାରେ କେମିତି ପାଳିତ ହେଲା #ଯୋଗ_ଦିବସ–୨୦୨୬ #InternationalYogaDay2026 #YogaDay #Padampur #PadampurNAC #Odisha #PadampurTV #everyonefollowers #dmbargarh #padampur #viralchallenge

Bargarh, Bargarh (Baragarh) | Jun 22, 2026

👉 ଲୁ ନାଟକ ଆଶ୍ରମ ପଦ୍ମପୁର ଠାନେ ଫି ମାସ ଗୁଟେ ଦିନ ସାହିତ୍ୟ ଭିତରେ ହେମା  ଲିନ କାର୍ଯ୍ୟକ୍ରମ ରେ ବହି ଉନ୍ମୋଚନ ଓ କାର୍ଯ୍ୟକ୍ରମ ଉପରେ ମତ ରଖିଲେ ପ୍ରଫେସର ନାଟ୍ୟକାର କେସରଂଜନ ପ୍ରଧାନ 
#padampurtv
#everyonefollowers 
#sahitya 
#bargarh 
#viralchallenge

👉 ଲୁ ନାଟକ ଆଶ୍ରମ ପଦ୍ମପୁର ଠାନେ ଫି ମାସ ଗୁଟେ ଦିନ ସାହିତ୍ୟ ଭିତରେ ହେମା ଲିନ କାର୍ଯ୍ୟକ୍ରମ ରେ ବହି ଉନ୍ମୋଚନ ଓ କାର୍ଯ୍ୟକ୍ରମ ଉପରେ ମତ ରଖିଲେ ପ୍ରଫେସର ନାଟ୍ୟକାର କେସରଂଜନ ପ୍ରଧାନ #padampurtv #everyonefollowers #sahitya #bargarh #viralchallenge

Bargarh, Bargarh (Baragarh) | Jun 22, 2026

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଫାଟାମୁଣ୍ଡା ଗାଁର ଗର୍ବ ଆଉ ଗୌରବ ସୁମିତ୍ ମେହେର ବାପା ମନୋଜ ମେହେର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ନବମ ଶ୍ରେଣୀ ପାଠ ପଢୁଛନ୍ତି ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଓଡ଼ିଶା ସ୍ତରରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ତାକୁ ସଙ୍କୁଳ ସ୍ତରରେ ସମ୍ମାନିତ କରାଯାଉଛି ।  ପଦ୍ମପୁର ଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ  ତାଙ୍କର ଭବିଷ୍ୟତ ଉଜ୍ୱଳମୟ ହେଉ ।
#padampurtv 
#dmbargarh 
#everyonefollowers 
#bargarh

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଫାଟାମୁଣ୍ଡା ଗାଁର ଗର୍ବ ଆଉ ଗୌରବ ସୁମିତ୍ ମେହେର ବାପା ମନୋଜ ମେହେର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ନବମ ଶ୍ରେଣୀ ପାଠ ପଢୁଛନ୍ତି ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଓଡ଼ିଶା ସ୍ତରରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ତାକୁ ସଙ୍କୁଳ ସ୍ତରରେ ସମ୍ମାନିତ କରାଯାଉଛି । ପଦ୍ମପୁର ଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କର ଭବିଷ୍ୟତ ଉଜ୍ୱଳମୟ ହେଉ । #padampurtv #dmbargarh #everyonefollowers #bargarh

Bargarh, Bargarh (Baragarh) | Jun 21, 2026