ବାଲେଶ୍ଵରରେ ପାଳିତ ହେଲା ଡକ୍ଟର ହରେକୃଷ୍ଣ ମହତାବଙ୍କ 127 ତମ ଜୟନ୍ତୀ
Baleshwar, Balasore | Nov 21, 2026
ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 127 ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇ ତାଙ୍କ ଜୀବନାଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ।