Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ବାଳେଶ୍ୱରରେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟକୁ ଉଦଘାଟନ କଲେ ସୋର ବିଧାୟକ ମାଧବ ଧଡ଼ା

Soro, Balasore | Dec 21, 2025
ସୋର ପୌରପାଳିକା ଅନ୍ତର୍ଗତ ବାଳେଶ୍ୱର ସ୍ଥିତ ବାଲୁକେଶ୍ୱର ଶିବ ମନ୍ଦିର ନିକଟରେ ସୋର ଗୋଲ୍ଡେନ କ୍ଳବ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟକୁ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସୋର ଓ ବାଲେଶ୍ୱରରୁ ୩୦ ଗୋଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ବିଲିଭ୍ କ୍ଲବ୍ କୁରୁଡ଼ା ଓ ବାବୁନା ଟିମ୍ ରେମୁଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବବୁନା ଟିମ୍‌କୁ ହରାଇ ବିଳିଭ୍ କ୍ଲବ୍ କୁରୁଡ଼ା ଚମ୍ପିୟାନ ହୋଇଥିଲା ।
ସୋର: ବାଳେଶ୍ୱରରେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟକୁ ଉଦଘାଟନ କଲେ ସୋର ବିଧାୟକ ମାଧବ ଧଡ଼ା - Soro News