କୋରାପୁଟ ଜିଲ୍ଲା ନନ୍ଦପୁର ଠାରେ ଭୟଙ୍କର ଦୁର୍ଘଟଣା,୮ ମହିଳା ଗୁରୁତର ଜଣେ ପୁରୁଷ ଆହାତ। ଗତକାଲି ବିଳମ୍ବିତ ରାତିରେ ନନ୍ଦପୁର ସିମାଦ୍ରୀ କଲ୍ୟାଣ ମଣ୍ଡପ ନିକଟରେ ରାସ୍ତା ଉପରେ ଗଛ ପଡିଥିବାରୁ ଅନ୍ଧାରରେ ଉଭୟ ଗାଡ଼ି ର ଲାଇଟ୍ ଯୋଗଁ ଗାଡ଼ି ଡ୍ରାଇଭର ଙ୍କୁ କିଛି ଦେଖାଯାଇନଥିଲା ଫଳରେ ପିକ ଅପ୍ ସହ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହିଞ୍ଚି ଗୁରୁତରଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ କୁ ପଠାଇଛନ୍ତି।