ଅତାବିରା: କୁକେତିରାରେ ବାଳିଯାତ୍ରା ଅନୁଷ୍ଠିଚ
ଆଜି ବୁଧବାର ଅପରାହ୍ନ ୪ଟାରେ ଅତାବିରା ବ୍ଲକ ଅଧିନ କୁକେତିରା ଝାଉଁ ନଦୀରେ ପାରମ୍ପରିକ ରିତିନିତି ଅନୁସାରେ ବାଳିଯାତ୍ରା ଅନୁଷ୍ଠୀତ ହୋଇଯାଇଛି |ଶ୍ରଦ୍ଦାଳୁ ଭକ୍ତମାନେ ବାବା ବାଲୁକେଂଶ୍ବର କୁ ପୂଜାର୍ଚ୍ଚନା କରି ତାଂକ ସାନିଧ୍ଧ ଲାଭ କରିଥିଲେ |ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |ବ୍ଲକ ଯାଦବ ସମାଜ ତରଫରୁ ଅମଲିପାଲି ଓ ପାହାଡଶ୍ରୀଗିଡା ଯାଦବ ସମାଜର ଭାଇମାନେ ଶ୍ରଦ୍ଦାଳୁ ଭକ୍ତମାନକୁ ପାଣି ବଣ୍ଟନ କରିଥିଲେ |ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତକଂ ସମାଗମ ହୋଇଥିଲା |