କଟକ ପୌରାଞ୍ଚଳ: ବାଙ୍କୀରେ ଘରକୁ ଘର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ପର୍ଯ୍ୟବେକ୍ଷକ ରୀନା ମହାପାତ୍ର
ଆଗାମୀ ପଞ୍ଚାୟତିରାଜ ଓ ପୌର ନିର୍ବାଚନ ପାଇଁ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ପର୍ଯ୍ୟବେକ୍ଷକ ରୀନା ମହାପାତ୍ର । ବାଙ୍କୀ ଓ ଡମପଡ଼ା ବ୍ଲକ୍ ସହ ବାଙ୍କୀ ଏନ୍ଏସିରେ ସର୍ଭେ କାର୍ଯ୍ୟର ସମୀକ୍ଷା କରାଯାଇଛି।