Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଜଗନ୍ନାଥ ମନ୍ଦିରରେ ଗୀତା ଜୟନ୍ତୀ ଅନୁଷ୍ଠିତ

Orient, Jharsuguda | Dec 3, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଜଗନ୍ନାଥ ମନ୍ଦିରରେ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଛି l ଆଜି ସକାଳ ୭ ଟା ରୁ ଅପରାହ୍ନ ୨ ଟା ଯାଏଁ ଏହି ଗୀତା ଜୟନ୍ତୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି l ହୋମ ଯଜ୍ଞ, ମନ୍ତ୍ର ପାଠ ଆଦିରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ଦେଖା ଦେଇଥିବାବେଳେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ନାରୟଣ ଙ୍କ ବିନା ଏ ଜୀବନ ତୁଛ, ଗୀତା କଥା କୁ ସାର କରି ଏକ ଶୁଦ୍ଧ ଜୀବନ ଶୈଳୀ ଆପଣେଇ ଏକ ଭକ୍ତ କିପରି ଭଗବାନ ପ୍ରାପ୍ତି କରି ପାରିବ ସେନେଇ ମଧ୍ୟ ଆଜିର ପୂଜାଉତ୍ସବରେ ଆଲୋଚନା କରାଯାଇଛି l