କଳାହାଣ୍ଡି: ଭବାନୀପାଟଣାରେ ବିଜେପି ଏସ ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକଙ୍କ ଆଗମନ
Kalahandi, Kalahandi | Aug 18, 2026
ଭବାନୀପାଟଣାରେ ବିଜେପି ଏସ ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକଙ୍କ ଆଗମନ ସହ ସ୍ଥାନୀୟ ବିଜେପି ନେତାମାନେ ବିଭିନ୍ନ ମୁଦ୍ଦାରେ ଆଲୋଚନା କରୁଛନ୍ତି। କିଛି ନୂତନ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି।