ଭୁବନେଶ୍ୱର: ବାଳକାଟିରେ ଆରମ୍ଭ ହେଲା ଦାଣ୍ଡିଆ ନାଇଟ୍ସ-2026: ଝୁମିଲେ ସ୍ଥାନୀୟ ବାସିନ୍ଦା
Bhubaneswar, Khordha | Oct 20, 2026
ରାଜଧାନୀ ଉପକଣ୍ଠ ବାଳକାଟିରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ‘ବାଳକାଟି ଦାଣ୍ଡିଆ ନାଇଟ୍ସ-2026’। ଦର୍ପଣ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି।