Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେଶରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ପ୍ରଣୟନ ଏବଂ ଭାରତକୁ ଅଖଣ୍ଡ ସନାତନ ରାଷ୍ଟ୍ର ଭାବେ ଘୋଷଣା କରିବା ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଓଡ଼ିଶା (ବୌଦ୍ଧ ଜିଲ୍ଲା ଶାଖା)​ଜିଲ୍ଲା ସଭାପତି ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକଙ୍କ ଲାଗି ସଶକ୍ତ ଓ ସମାନ ଆଇନ ପ୍ରଣୟନ କରିବା ଏବଂ ୱାକାଫ ବୋର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ମହିଳା ସଭାପତି ଗୀତାରାଣୀ ପଣ୍ଡା, ସୂର୍ଯ୍ୟେନ୍ଦ୍ର କୁମାର ଶତପଥୀ, ସିବେଶ୍ବର ଯୋଶୀଙ୍କ ସମେତ ସଂଗଠନର ବହୁ ପ୍ରତିନିଧି ଓ ସନାତନୀ ସଦସ୍ୟ ଉପସ୍ଥିତ ଥିଲେ। ​#BoudhNews #RashtriyaHinduFront #SanatanRashtra #EqualLaw #WakfBoard #ArgusNews #OdishaNews #BreakingNews #Boudh

MORE NEWS

ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା
​ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
​ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି।

​#Baudh #Agriculture #FarmersFirst #OdishaNews #SDC #Odisha #GroundReality

ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା ​ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ​ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି। ​#Baudh #Agriculture #FarmersFirst #OdishaNews #SDC #Odisha #GroundReality

Baudh Sadar, Boudh (Bauda) | Jul 26, 2026

କେମିତି ମନମୁଣ୍ଡା ପୋଲିସ ଗଂଜେଇ ସହ ମାଫିଆ ଗିରଫ

କେମିତି ମନମୁଣ୍ଡା ପୋଲିସ ଗଂଜେଇ ସହ ମାଫିଆ ଗିରଫ

Baudh Sadar, Boudh (Bauda) | Jul 25, 2026

ଦେଶରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ପ୍ରଣୟନ ଏବଂ ଭାରତକୁ ଅଖଣ୍ଡ ସନାତନ ରାଷ୍ଟ୍ର ଭାବେ ଘୋଷଣା କରିବା ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଓଡ଼ିଶା (ବୌଦ୍ଧ ଜିଲ୍ଲା ଶାଖା)​ଜିଲ୍ଲା ସଭାପତି ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକଙ୍କ ଲାଗି ସଶକ୍ତ ଓ ସମାନ ଆଇନ ପ୍ରଣୟନ କରିବା ଏବଂ ୱାକାଫ ବୋର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ମହିଳା ସଭାପତି ଗୀତାରାଣୀ ପଣ୍ଡା, ସୂର୍ଯ୍ୟେନ୍ଦ୍ର କୁମାର ଶତପଥୀ, ସିବେଶ୍ବର ଯୋଶୀଙ୍କ ସମେତ ସଂଗଠନର ବହୁ ପ୍ରତିନିଧି ଓ ସନାତନୀ ସଦସ୍ୟ ଉପସ୍ଥିତ ଥିଲେ। ​#BoudhNews #RashtriyaHinduFront #SanatanRashtra #EqualLaw #WakfBoard #ArgusNews #OdishaNews #BreakingNews #Boudh - Baudh Sadar News