Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
jeyporemediaa
ସୁନା ଗହଣା, ଘର, ଫ୍ଲାଟ୍, ଜମି ଇତ୍ୟାଦି କିଛି ମିଳିନି। ଭିଜିଲାନ୍ସ ଦେଖେଇଲା ଭଳି ଏ ପର୍ଯ୍ୟନ୍ତ ସେମିତି ସମ୍ପତି ଠାବ କରିପାରିନି। ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ରେଡ୍ ହ୍ୟାଣ୍ଡ ଧରିବା ପରେ କେବଳ ୬ ଲକ୍ଷ ୯୦ ହଜାର ଟଙ୍କା ସମ୍ପତି ହିସାବ ମିଳିଛି। SP କହିଛନ୍ତି ଖୋଜା ଖୋଜି ପ୍ରକ୍ରିୟା ଜାରି ରହିଛି। ଏବେ ଚର୍ଚ୍ଚା ଏମିତି କେମିତି ହେଲା ?
Koraput Town, Koraput
| Jul 8, 2026
MORE NEWS
ସରକାରୀ ବାବୁଙ୍କ କଳା ସାମ୍ରାଜ୍ୟ! ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ଭିଜିଲାନ୍ସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା, ପ୍ଲଟ୍, ଦାମୀ ଗାଡ଼ି ଏବଂ କୋରାପୁଟରେ ଥିବା ୪ ମହଲା ବିଳାସପୂର୍ଣ୍ଣ ହୋଟେଲ ଠାବ ହୋଇଛି। ଏହି ହୋଟେଲର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ। #Openlensnews #VoiceOfKoraput #Koraput #Odisha #Vigilance #BreakingNews #DisproportionateAssets #KoraputNews
Koraput Town, Koraput | Jul 13, 2026
କୋଲାବ ବିସ୍ଥାପିତଙ୍କ ଆନ୍ଦୋଳନ ତୀବ୍ର କୋଲାବ ବିସ୍ଥାପିତ ମାନଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଶତାଧିକ ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ବିସ୍ଥାପିତ ପରିବାରମାନେ ଦୀର୍ଘଦିନ ଧରି ରହିଆସୁଥିବା ସମସ୍ୟାର ତୁରନ୍ତ ସମାଧାନ ସହ ନ୍ୟାୟସଙ୍ଗତ ଅଧିକାର ପ୍ରଦାନ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। 📍 ସମ୍ପୂର୍ଣ୍ଣ ଖବର ପାଇଁ ଆମ ପେଜ ସହ ଯୋଡ଼ି ରୁହନ୍ତୁ। #Koraput #Kolab #DisplacedFamilies #KoraputNews #OdishaNews #OpenLensNews #VoiceOfKoraput
Koraput Town, Koraput | Jul 13, 2026
ଭିଜିଲାନ୍ସ ଚଢଉ ବେଳେ କୋରାପୁଟ ଆଇଟିଡିଏର ପୂର୍ବତନ AEE ସଞ୍ଜୟ କେସପେଟାଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ ହୋଇଛି। ଅଧା ତାଲିକାରେ କଣ ସବୁ ସମ୍ପତ୍ତି ରହିଛି ତାହାର ହିସାବ ଦେଉଛନ୍ତି ଜୟପୁର ଭିଜିଲାନ୍ସ SP।
Koraput Town, Koraput | Jul 13, 2026
ଭିଜିଲାନ୍ସ SPଙ୍କ ଚଢ଼ାଉ ସମ୍ପର୍କିତ ସୂଚନା @amoodishalive #news #VigilanceRaid #nonfollowers #highlightseveryone
Koraput Town, Koraput | Jul 13, 2026
🚨 ଜମି ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା 🚨 କୋରାପୁଟ ଜିଲ୍ଲାରେ କୋଲାବ ପ୍ରକଳ୍ପ ବିସ୍ଥାପିତ ପରିବାର ମାନେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସରକାରଙ୍କ ଦ୍ୱାରା ଥଇଥାନ ପାଇଁ ମିଳିଥିବା ପଟ୍ଟା ଜମିକୁ କିଛି ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତମାନେ। ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ମହିଳା, ପୁରୁଷ ଓ ଶିଶୁମାନଙ୍କ ସହ ଧାରଣାରେ ବସିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। #Koraput #KolabProject #DisplacedFamilies #LandRights #Justice #Odisha #KoraputNews
Koraput Town, Koraput | Jul 13, 2026