ସରକାରୀ ବାବୁଙ୍କ କଳା ସାମ୍ରାଜ୍ୟ!
ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ଭିଜିଲାନ୍ସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା, ପ୍ଲଟ୍, ଦାମୀ ଗାଡ଼ି ଏବଂ କୋରାପୁଟରେ ଥିବା ୪ ମହଲା ବିଳାସପୂର୍ଣ୍ଣ ହୋଟେଲ ଠାବ ହୋଇଛି।
ଏହି ହୋଟେଲର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି।
ଏହି ଘଟଣାକୁ ନେଇ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।
#Openlensnews #VoiceOfKoraput #Koraput #Odisha #Vigilance #BreakingNews #DisproportionateAssets #KoraputNews
Koraput Town, Koraput | Jul 13, 2026