Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସହର ଠାରେ ଓଡ଼ିଶା ବନ୍ଦ ର ପ୍ରଭାବ, କଂଗ୍ରେସ ନେତା ଜିତେନ୍ଦ୍ର ପ୍ରଧାନ ଓ ଚନ୍ଦ୍ର କୁମାର ପୁରୋହିତଙ୍କ ପ୍ରତିକ୍ରିୟା

Sambalpur M, Sambalpur | Jul 17, 2025
ବାଲେଶ୍ଵର ଜିଲ୍ଲାର ଏଫ ଏମ୍ କଲେଜ୍ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ଆଜି ଓଡ଼ିଶାରେ କଂଗ୍ରେସ ସମେତ ମୋଟ୍ 8 ଗୋଟି ଦଳ ପକ୍ଷରୁ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତେବେ ସମ୍ବଲପୁର ସହର ଠାରେ ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ସମ୍ବଲପୁର ସହର ଠାରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଜାତୀୟ ଉପରେ ଚାରିଚକିଆ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏନେଇ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରଧାନ ଓ ଚନ୍ଦ୍ର କୁମାର ପୁରୋହିତ ନିଜ ପ୍ରତିକ୍ରିୟା ରଖିଥିଲେ।

MORE NEWS