Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

#ଓଡ଼ିଶା_ଗ୍ରାମ୍ୟ_ବ୍ୟାଙ୍କ_ଖାଳିଆମେଣ୍ଟା ଶାଖା ତରଫରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା #କୃଷ୍ଣଚନ୍ଦ୍ର_ହେମ୍ରମଙ୍କୁ_ସମ୍ବର୍ଦ୍ଧନା ସହ #ପିଏମ୍_ଜିବନ_ବୀମା_ହିତାଧିକାରିଙ୍କୁ_ଅର୍ଥରାଶି_ବଣ୍ଟନ। Odisha Gramya Bank #Khaliamenta #Ghasipura #Kendujhar District Administration Keonjhar,Odisha

Ghasipura, Kendujhar | Jun 4, 2026

MORE NEWS

କେଶଦୁରାପାଳ ଗ୍ରାମରେ #କୃଷି_ବିଭାଗ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ଏକ #ଅଣ_ଆବାସିକ_କୃଷକ_ସଚେତନତା_କାର୍ଯ୍ୟକ୍ରମ ଅନୁଷ୍ଠିତ।
#Keshadurapal #Ghasipura #Kendujhar #Odisha District Administration Keonjhar,Odisha

କେଶଦୁରାପାଳ ଗ୍ରାମରେ #କୃଷି_ବିଭାଗ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ଏକ #ଅଣ_ଆବାସିକ_କୃଷକ_ସଚେତନତା_କାର୍ଯ୍ୟକ୍ରମ ଅନୁଷ୍ଠିତ। #Keshadurapal #Ghasipura #Kendujhar #Odisha District Administration Keonjhar,Odisha

Ghasipura, Kendujhar | Jun 9, 2026

ଖୁଲମ ଖୁଲା ଦିନ ଦ୍ୱିପହରେ ଶହଶହ ଟ୍ରିପ ବୈତରଣୀ ନଦୀରୁ ଓଭରଲୋଡ଼ରେ ଚୋରା ବାଲି ଚାଲାଣ ହେଉଛି ହାଟଡ଼ିହି ରମ୍ପାସ୍ ରାସ୍ତାରେ ଏଥିପ୍ରତି କାହାର ନଜର ନାହିଁ । ସାମାନ୍ୟ ଗରିବ ଲୋକଟିଏ ଘରଟିଏ ତିଆରି କରିବା ପାଇଁ ନିଜ ଗାଁ ନଦୀରୁ ଟ୍ରାକ୍ଟର ମାଧ୍ୟମରେ ବାଲି ଟ୍ରିପ୍ ଟେ ଆଣିଲେ ପୋଲିସ୍ ମାଡିବସି ହଜାର ହଜାର ଟଙ୍କା ଫାଇନ କରୁଛି ।କିନ୍ତୁ ପ୍ରତେକ ଦିନ ଶହଶହ ଟ୍ରିପ୍ ଚୋରା ବାଲି ଗାଡି ବଜାର ଭିତରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଉଛି ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏହା ଭିତରେ କଣ ପ୍ରେମ ରହିଛି ତାହା ସାଧାରଣ ଲୋକେ ନିଶ୍ଚିତ ଉତ୍ତର ରଖିବେ,,,,

Ghasipura, Kendujhar | Jun 7, 2026

ବାଲି ଚୋରି ମାମଲାରେ ଧକୋଠା ଗ୍ରାମର ଯୁବ ବିଜେପି ନେତା ଗିରଫ ହୋଇ ଆଜି ଜାମିନ ପରେ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଲୋକଙ୍କ ମନରେ  ଖୁସିର ଲହରୀ

ବାଲି ଚୋରି ମାମଲାରେ ଧକୋଠା ଗ୍ରାମର ଯୁବ ବିଜେପି ନେତା ଗିରଫ ହୋଇ ଆଜି ଜାମିନ ପରେ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଲୋକଙ୍କ ମନରେ ଖୁସିର ଲହରୀ

Ghasipura, Kendujhar | Jun 6, 2026