ଆନନ୍ଦପୁରରେ ଦନ୍ତା ଆତଙ୍କ , ଆନନ୍ଦପୁର ମହାବିଦ୍ୟାଳୟ ପଛ ପାର୍ଶ୍ୱ କଜଳେଇ ବାଡ଼ିରେ ଜଣେ ମହିଳାଙ୍କୁ ନରହନ୍ତା ଦନ୍ତା ଦଳି ଦେଇଛି l ମୃତ ମହିଳା ଫକୀରପୁର ନାଥ ସାହିର ସ୍ବର୍ଗତ ତ୍ରିଲୋଚନ ନାଥ ଙ୍କ ପତ୍ନୀ ମଞ୍ଜୁଲତା ନାଥ( ୫୪) ଅନ୍ୟ ଜଣେ ଗୁରୁତର ଅବସ୍ତାରେ ମେଡ଼ିକାଲରେ ଚିକିତ୍ସିତ,,, ବନ ବିଭାଗ ପକ୍ଷରୁ ସଜାଗ,,,,