ଆଳି: PM ନରେନ୍ଦ୍ର ମୋଦିଙ୍କ 25 ବର୍ଷ ସେବା ଅବସରରେ 1 ମାସର ସେବା ସଂକଳ୍ପ ଅଭିଯାନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ସେବା ସମର୍ପଣ ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବ। ଗୋବିନ୍ଦପୁରରେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି।