ଲାଞ୍ଜିଗଡ: କଳାହାଣ୍ଡି: ଧାନ ବିଲରୁ ମୁଣ୍ଡବିହୀନ ମୃତଦେହ ଠାବ, ହତ୍ୟା ସନ୍ଦେହ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁ-ସୁପାଡ଼ ରାସ୍ତା ନିକଟ ଏକ ଧାନ ବିଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା କୋକସରା ପୋଲିସ। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ହେବ ତଦନ୍ତ।