କଳାହାଣ୍ଡି: ଲାଞ୍ଜିଗଡ଼: ରେତ ନଦୀରେ ପୋଲ ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ
Kalahandi, Kalahandi | Oct 3, 2026
ଲାଞ୍ଜିଗଡ଼ ବ୍ଲକ ଉମେଜ ଗ୍ରାମବାସୀଙ୍କ ପାଇଁ ପାଲଟିଛି ସମସ୍ୟା। ରେତ ନଦୀରେ ପୋଲ ନଥିବାରୁ ବର୍ଷା ଦିନେ ପିଲାଙ୍କ ପାଠପଢ଼ା ବନ୍ଦ ହେବା ସହ ଗର୍ଭବତୀ ଓ ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରୁଛନ୍ତି ଗ୍ରାମବାସୀ।