#ଯୁବକଙ୍କର_ସନ୍ଦେହ_ଜନକ_ମୃତ_ଦେହ_ଉଦ୍ଧାର
ବାଲିଆପାଳ ବ୍ଲକ ଅନ୍ତର୍ଗତ ରାବଣ ପୋଡ଼ି ପଡ଼ିଆ ଠାରେ ଜଣେ ଯୁବକଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ହେଲେ ଖଗଡାପାଳ ଗ୍ରାମର ମୃତ୍ୟୁଞ୍ଜୟ ସାହୁଙ୍କ ପୁଅ ସତ୍ୟରଞ୍ଜନ ସାହୁ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
#Baliapal #spbaleswar #murdar
Singla, Balasore | Jun 27, 2026